ଆପଣ ନିଜ କ୍ରୋଧ ଉପରେ କେମିତି ନିୟନ୍ତ୍ରଣ ରଖିବେ ?
୧. ମଣିଷ ମାତ୍ର କେ ୟେ ସାଧାରଣ।
i. ଆପଣ ଯୋଦି ପୁରାଣ ଶାସ୍ତ୍ର ରେ ବିଶ୍ୱାସ ରଖନ୍ତି ତା ହେଲେ ଏଭଳି ସମୟରେ ଆପଣ ରାମାୟଣ କିମ୍ୱା ମହାଭାରତ ଭଳି episode କୁ ନିଶ୍ଚିତ ଭାବେ ଦେଖନ୍ତୁ।
ii. ମଣିଷ ର ଜୀବନ ଭିତ୍ତିକ ଏମିତି କୌଣସି ପ୍ରଶ୍ନ ନାହିଁ ଯାହାକି ଆମର ଭାଗବତ ଗୀତା ରେ ଭଗଵାନ ଶ୍ରୀକୃଷ୍ଣ କହି ନାହାନ୍ତି।
iii. କ୍ରୋଧ ସମୟ ରେ କେବେ ବି କୌଣସି ସମାଧାନ କରନ୍ତୁ ନାହିଁ।
Comments
Post a Comment